Saturday, March 7, 2026
Homeରାଜ୍ୟଗାଁ ଗାଁ ରେ ଜାତୀୟ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ।

ଗାଁ ଗାଁ ରେ ଜାତୀୟ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ।

ପଦ୍ମପୁର-ପଦ୍ମପୁର ବ୍ଲକ ଅଧୀନସ୍ଥ ଦହିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଉପ କେନ୍ଦ୍ର ଅନ୍ତର୍ଗତ ବୁବୁଡା ଗ୍ରାମରେ ଜାତୀୟ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ବୈଜୟନ୍ତୀ ଡନସନା ଗୃହ ପରିଦର୍ଶନ ପୂର୍ଣାଙ୍ଗ ରିପୋର୍ଟ୍ ସଂଗ୍ରହ କରିଛନ୍ତି ।

ଏମ୍.ପି.ଏଚ୍.ଏସ୍ ଶ୍ରୀ ଉପେନ୍ଦ୍ର ଗଡତିଆ,ସି.ଏଚ୍.ଓ ସୁଶିମ ଅମିତାଭ ବରିହା,ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ଲିଲାବତୀ ବରିହା ଏବଂ ଜମଲା ଗୋଷ୍ଟୀସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଦିତ୍ୟ ଭୋଇ ,ଡାକ୍ତର ଲକ୍ଷ୍ମଣ ଭୋଇ,ପ୍ରସାଦ ବେହେରା,ମନୋରଜଂନ ସାହୁ ପ୍ରମୁଖ ଏହି କୁଷ୍ଠ ରୋଗ ଚିହ୍ନଟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ |

error: Content is protected !!