Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଛରେ ରାଖି ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଶିଷ ଜ୍ୟୋତିଷ ।

ଗଛରେ ରାଖି ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଶିଷ ଜ୍ୟୋତିଷ ।

ପଦ୍ମପୁର- ରାକ୍ଷୀ କୁ ଶକ୍ତି, ବିଶ୍ୱାସ ଏବଂ ରକ୍ଷା ବିଜୟୀ ପ୍ରତୀକ ଵୋଲି କୁହାଯାଏ । ଏହି ଦିନ ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ଜନ୍ମ ଦିନ ହୋଇ ଥିବାରୁ ଏହି ପର୍ବକୁ ଗହ୍ନା ପର୍ବ ମଧ୍ୟ ଵୋଲି କୁହାଯାଏ ।ବନ୍ଧନ ହେଉଛି ସେହ୍ନେ, ପ୍ରେମ ଏବଂ ପତ୍ରିଜ୍ଞାର ପର୍ବ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେଵେ ଏଭଲି ସମୟରେ ସଵୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରାୟାସ ଜାରି ରଖିଛନ୍ତି।

ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର କୁ ରାଖି ବନ୍ଧନ କରି ବୃକ୍ଷର ଦୀର୍ଘାୟୁ କାମନା କଲେ। । ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ପରିବେଶ ରକ୍ଷକ ତଥା ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଆଜି ଏହି ପର୍ବକୁ ବେଶ ଆନନ୍ଦ ସହ ପାଳନ କରିଛନ୍ତି ।

error: Content is protected !!