Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର କଲ୍ଯାଣ ମଣ୍ତପରେ ବୁଦ୍ଧିଜିବୀ ସମ୍ମିଳନୀ ।

ଗଙ୍ଗାଧର କଲ୍ଯାଣ ମଣ୍ତପରେ ବୁଦ୍ଧିଜିବୀ ସମ୍ମିଳନୀ ।

ବରପାଲି-ବରପାଲି ଗଙ୍ଗାଧର କଲ୍ଯାଣମଣ୍ତପ ପରିସରରେ ସଂଯୁକ୍ତ ବୈଚାରିକ ମଞ୍ଚ ପକ୍ଷରୁ ବୁଦ୍ଧିଜିବୀ ସମ୍ମିଳନୀର ଆୟୋଜନ ହୋଇଯାଇଛି। ଗୁରୁବାର ସଂଧ୍ଯାରେ ଚଳିତ ଗଣତନ୍ର୍ତର ମୂଖ୍ଯପର୍ବ ଭୋଟଦାନରେ ରାଷ୍ଟ୍ରୀୟ ବିଚାରର ଆବଶ୍ଯକତା ସମ୍ପର୍କରେ ସମ୍ମିଳନୀରେ ବିଚାର ବିମର୍ଷ ହୋଇଥିଲା। ଆଇନଜିବୀ ରବିନ୍ର୍ଦ ପଣ୍ତାଙ୍କ ଅଧ୍ଯକ୍ଷତାରେ ପରିଚାଳିତ ସଭାରେ ଶରତ କୁମାର ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଆଲୋଚକ ଭାବରେ ଓମ ପ୍ରକାଶ ଚୌଧୁରୀ ଛତିଶଗଡ ଅର୍ଥମନ୍ର୍ତୀ ଓ ପ୍ରାକ୍ତନଃ ଅଧ୍ଯାପକ ଅମରେନ୍ର୍ଦ ନାରାୟଣ ଯାଦବ ଓ ଦଧିବାମନ ଦାଶ ପ୍ରମୁଖ ଭାଗ ନେଇଥିଲେ। ସଭାରେ ମତଦାନର ମହାନତା,ସ୍ବାଧିନ ଚେତନା,ମାନବିକ ଦୃଷ୍ଟିଭଙ୍ଗି,ସାମାଜିକ ବ୍ଯବସ୍ଥାର ମୂଲ୍ଯାଙ୍କନକୁ ନେଇ ଆଲଲୋଚନା ହୋଇଥିଲା।

error: Content is protected !!