Saturday, March 7, 2026
Homeରାଜନୀତିଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ମୋହନ...

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ, ରିଟର୍ଣୀଙ୍ଗ ଅଧିକାରୀ ସୁବାସ ଚନ୍ଦ୍ର ରାଇତା ଙ୍କୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡିଆଳ ଠାରେ ବିଶାଲ ଜନସମାଗମ ସହ ରାଲି ନଗର ପରିକ୍ରମା କରିଥିବା ପରେ ନୂଆପଡ଼ା ପହଞ୍ଚି ଥିଲା। ନୂଆପଡ଼ା ଏକତା ଛକ ଠାରୁ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବାହାରି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପରେ ରିଟର୍ଣିଂ ଅଧିକାରୀଙ୍କୁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କେବଳ ଗୋଟିଏ ମୁଦ୍ଦା ନବୀନ ଙ୍କ ବିକାଶ ମୂଳକ ଯୋଜନା ସହ ନବିନ ନୂଆ ଓଡ଼ିଶା ରୂପେ ବିକାଶ ମୂଳକ କାର୍ଯ୍ୟ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ଗତ ପାଞ୍ଚ ବର୍ଷରେ କଂଗ୍ରେସ ବିଧାୟକ ରୂପେ ନିଜ ବିକାଶ ମୂଳକ କାର୍ଯ୍ୟ ସହ ଉଦାନ୍ତୀ ବେରେଜ୍ ସ୍ବାସ୍ଥ୍ୟ, ସହ ଓଡ଼ିଶା କୁ ଭାରତବର୍ଷ ରେ ଏକ ନମ୍ୱର୍ ରାଜ୍ୟ ଗଠନ ପାଇଁ ନବିନ ସରକାର କାର୍ଯ୍ୟ ନେଇ ଲୋକମାନେ ଦୃଢ଼ ସମର୍ଥନ ଦେବେ ବୋଲି ପ୍ରକାଶ କରିଛନ୍ତି।

error: Content is protected !!