Saturday, April 12, 2025
spot_imgspot_imgspot_img
Homeଅଘଟଣକେନ୍ଦୁଭଟା ଛକ ନିକଟରେ ଟ୍ରାକ୍ଟର ଦୁର୍ଘଟଣା : ଗାଡି ଚାଳକ ମୃତ ।

କେନ୍ଦୁଭଟା ଛକ ନିକଟରେ ଟ୍ରାକ୍ଟର ଦୁର୍ଘଟଣା : ଗାଡି ଚାଳକ ମୃତ ।

ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କେନ୍ଦୁଭଟା ଛକ ନିକଟରେ ଗତ ରବିବାର ରାତି ୧୧ଟା ପାଖାପାଖିରେ କେନ୍ଦୁଭଟା ଛକ ନିକଟରେ ଟ୍ରାକ୍ଟର ପଛ ପଟେ ଧକ୍କା ଦେଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତ ଗାଡ଼ି ଚାଳକ ଜଣକ କେନ୍ଦୁଭଟା ଗ୍ରାମର ବିଶି ସାହୁ ବୋଲି ଜଣା ପଡ଼ିଛି । ଏନେଇ ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ମୃତ ଶରୀରକୁ ଉଦ୍ଧାର କରି ପଦ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୋମବାର ସନ୍ଧ୍ୟା ୫ଟା ସମୟରେ ମୃତ ଶରୀରକୁ ଗାଁକୁ ଅନ୍ତିମ ସଂସ୍କାର କରଯାଇଛି । ସେପଟେ ବାଇକ ଆରୋହୀର ମୁଣ୍ଡ କପାଳ ରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି ।

error: Content is protected !!