Tuesday, February 4, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକୁଲୁଣ୍ଡା ସ୍ବାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

କୁଲୁଣ୍ଡା ସ୍ବାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ କୁଲୁଣ୍ଡା ସ୍ବାମୀ ବିବେକାନନ୍ଦ ମେମୋରିଏଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସ୍ବବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଦବ ପଧାନକଂ ସଭାପତିତ୍ବରେ ଏଥିରେ ମୁଖ୍ୟ ଅତିଥି ଭାବେ କୁଲୁଣ୍ଡା ସରପଂଚ ହେମାନନ୍ଦ ସେଠ,ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଶୈଳ ସାହୁ ପ୍ରମୁଖ ମଂଚାସୀନ ଥିଲେ । ସଦାନନ୍ଦ ପୂଜାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀକୁଂ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁବାଷ ଚନ୍ଦ୍ର ରଣା,ଅଶୋକ ଭୋଇ,ଶୁସିଲ କୁମାର ଦାଶ,ପୁରନ୍ଦର ପଧାନ,ଅନୀଲ ସାହୁ,ରବିନାରାୟଣ ପଧାନ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!