Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକୁଲିତାଟୁକୁରା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୁଲିତାଟୁକୁରା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ ଅଧିନ କୁଲିତା ଟୁକୁରା ଗ୍ରାମରେ ମୋ ସ୍କୁଲ ଅଭିଯାନ କମିଟି ର ସଭାପତି ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ଅଭିଷେକ ପଣ୍ଡା, ପରେଶ ମାହଣା, ସତ୍ୟ ନାରାୟଣ ବାଲପାଣ୍ଡ, ସୁମନ ସାହୁ, ଜିଗଂଶୁ ମାହଣା,ଆରୀୟନ ଭୁଏ,ସକ୍ଷମ ସାହୁ ଆରୀୟନ ମାହଣା, ଅର୍ପିତ ସାହୁ, କ୍ରିଷ ସାହୁ ପ୍ରମୁଖ ଯୋଗଦେଇ ଗ୍ରାମର ଅନାବାଦି ପଡିଆରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା |

error: Content is protected !!