Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକରିଛି ଜଣେ ଭୋଗୁଛନ୍ତି ଅନେକ ଜଣ।

କରିଛି ଜଣେ ଭୋଗୁଛନ୍ତି ଅନେକ ଜଣ।

ପଦ୍ମପୁର -ପଦ୍ମପୁର ଏନଏସି ଅଧିନରେ ଥିବା ୱାର୍ଡ ନମ୍ବର ୨ ମାଷ୍ଟର କଲୋନୀରେ ଲୋକେ ଆଣ୍ଟୁଏ ପାଣି ରେଯାତଆତ କରୁଥିବା ଅଭିଯୋଗ ହେଉଛି । ଏଠାରେ ରାସ୍ତା ନିର୍ମାଣ ହେବା ପରଠାରୁ ଏହି ସମସ୍ୟା ସୃଷ୍ଟି ହୋଇଛି।।ଏହି ପଡା ରେ ନୂତନ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା ମାତ୍ର ତୃଟିପୂଣ୍ଣ ନିର୍ମାଣ ଯୋଗୁଁ ସ୍ଥାନେ ସ୍ଥାନେ ଖାଲ ହୋଇ ପାଣି ଜମାରହୁଛି ଏହା ସହିତ ବର୍ଷା ହେଲେ ଆଣ୍ଟୁଏ ପାଣି ଭରିରହୁଛି ।

ଯାହା ଫଳରେ ଲୋକଙ୍କ ଯିବା ଆସିବା ରେ ବାଧା ସୃଷ୍ଟି ହୋଇଛି ।କିଛି ଦିନ ପୂର୍ବରୁ ଏନଏସି ନିର୍ବାହୀ ଅଧିକାରୀ ପରିଦର୍ଶନ କରିଥିଲେ ଏବଂ ମରାମତି ର ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଏ ପର୍ଯ୍ୟନ୍ତ କୌଣସି କାମ ହୋଇନାହିଁ ।ଶୀଘ୍ର ଏହି ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ପଡା ବାସୀ ଦାବି କରିଛନ୍ତି ।

error: Content is protected !!