Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକବି ଭାରତୀ ହୋତା ଶିକ୍ଷାୟିତ୍ରୀ ଗୌରବ ସମ୍ମାନ - ୨୦୨୪ରେ ସମ୍ମାନିତ।

କବି ଭାରତୀ ହୋତା ଶିକ୍ଷାୟିତ୍ରୀ ଗୌରବ ସମ୍ମାନ – ୨୦୨୪ରେ ସମ୍ମାନିତ।

ବରଗଡ-ରାଜଖଡ଼ିଆଳଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ବାରା ଅନୁଷ୍ଠିତ ସାହିତ୍ୟ ସମାରୋହରେ ନୂଆପଡ଼ାର ସୁସାହିତ୍ୟିକା ଶ୍ରୀମତୀ ଭାରତୀ ହୋତାଙ୍କୁ କବୀ ଭାରତୀ ହୋତାଙ୍କୁ ଶିକ୍ଷାୟିତ୍ରୀ ଗୌରବ ସମ୍ମାନ -୨୦୨୪ ଭାବରେ ସମ୍ମାନୀତ କରାଯାଇଛି ।ଶ୍ରୀମତୀ ହୋତା ଚଲନା ଗ୍ରାମର ଶ୍ରୀଯୁକ୍ତ ରୁଦ୍ରମାଧବ ଠାକୁର ଓ କ୍ଷୀରବ୍ଧି ଠାକୁରଙ୍କ କନ୍ୟା ଅଟନ୍ତି ।

ଖରିଆରରୋଡ଼ ନିବାସୀ ଶ୍ରୀଯୁକ୍ତ ସନ୍ତୋଷ ହୋତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାରତୀ ହୋତା ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ଚାଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନୀତ ହୋଇସାରିଛନ୍ତି ।

error: Content is protected !!