Saturday, March 7, 2026
Homeଅଘଟଣକଣ୍ଟାବାଞ୍ଜି ଆଲିସାନ ସିନେମାହଲ ସିଲ କଳା ପ୍ରଶାସନ।

କଣ୍ଟାବାଞ୍ଜି ଆଲିସାନ ସିନେମାହଲ ସିଲ କଳା ପ୍ରଶାସନ।

କଣ୍ଟାବାଞ୍ଜି-ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମାହଲ ରେ ପୋଲିସ ଓ ତହସିଲଦାର ତନାଘନା ତଦନ୍ତ ପରେ ସିନେମାହଲ ସିଳ। ବେଳପଡା ବ୍ଳକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଜଣାଶୁଣା ଆଲିସାନ ସିନେମାହଲ ରେ ପ୍ରଶାସନର ଚଢ଼ାଉ। ଲାଇସେନ୍ସ କୁ ନେଇ ତନାଘନା ଜାରି ରଖିଛି ପ୍ରଶାସନ।

ହଳ ଭିତରେ ବେଳପଡା ତହସିଲଦାର, ପୋଲିସ, ଅଗ୍ନିସମ ବିଭାଗ, ବିଦ୍ୟୁତ ବିଭାଗ ସମସ୍ତ ମିଳିତ ଚାଳିଛି ଯାଞ୍ଚ। ସିନେମାହଲର ଲାଇସେନ୍ସକୁ ଠିକ ଭାବରେ ନବିକରଣ କରୁନଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିନେମାହଲର ଭିତର ଏବଂ ବାହାରାରେ ତଦନ୍ତ ଜାରୀ ରହିଛି।

error: Content is protected !!