Monday, November 25, 2024
spot_imgspot_imgspot_img
Homeରାଜ୍ୟଉପଖଣ୍ଡ ଚିକିତ୍ସାଳୟ ଉନ୍ନତିକରଣ ନିମନ୍ତେ ଦାବିପତ୍ର ପ୍ରଦାନ l

ଉପଖଣ୍ଡ ଚିକିତ୍ସାଳୟ ଉନ୍ନତିକରଣ ନିମନ୍ତେ ଦାବିପତ୍ର ପ୍ରଦାନ l

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତିକରଣ,ଖାଲିପଡ଼ିଥିବା ଡାକ୍ତର ଏବଂ ଅନ୍ୟାନ୍ୟ ପଦବୀ ପୂରଣ, ଭିତ୍ତଭୂମିର ସୁଦୃଢ଼ୀକରଣ, ସହ ଅତ୍ୟାଧୁନିକ ଚିକିତ୍ସା ଉପଯୋଗୀ ଯନ୍ତ୍ରପାତି ପ୍ରଦାନ ନିମନ୍ତେ ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ଓଡ଼ିଶାର ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅର୍ଗୁଲା ଙ୍କ ମାଧ୍ୟମ ରେ ପ୍ରଦାନ କରା ଯାଇଛି l

ଏହି ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ସଂଘର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସାମାଜିକ କର୍ମୀନିରୋଜ ଦୋରା, ଗୋବିନ୍ଦ ପାଣିଗ୍ରାହୀ ,ବାସୁଦେବ ଦୋରା ,ଜିତେନ୍ଦ୍ର ଦାସ ,କାସିରାମ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l

error: Content is protected !!