Friday, November 22, 2024
spot_imgspot_imgspot_img
Homeଅଘଟଣଆଦର୍ଶ ଶିକ୍ଷୟତ୍ରୀ ମଲିଫୁଲ ଦିଦିଙ୍କ ପରଲୋକ ।

ଆଦର୍ଶ ଶିକ୍ଷୟତ୍ରୀ ମଲିଫୁଲ ଦିଦିଙ୍କ ପରଲୋକ ।

ବରପାଲି-ବରପାଲି ବରପାଲି ସରକାରୀ ବାଳିକା ହାଇସ୍କୁଲ ପୂର୍ବତନ ଶିକ୍ଷୟତ୍ରୀ ସୂଲୋଚନା ରାଉତଙ୍କ(୭୫)ଙ୍କ ସ୍ବାସ୍ଥ୍ଯଜନିତ କାରଣରୁ ପରଲୋକ ହୋଇଯାଇଛି। ମଲିଫୁଲ ଦିଦି ଭାବରେ ସମସ୍ତଙ୍କ ନିକଟରେ ଅତ୍ଯନ୍ତ ପ୍ରିୟଭାଜନ ହୋଇଥିଲେ। ଜଣେ ଆଦର୍ଶବାଦୀ ଶିକ୍ଷୟତ୍ରୀ ଓ ସାହିତ୍ଯ,କବି,ଲେଖିକାଧର୍ମପ୍ରାଣ ମହିଳା ସହ ସମାଜସେବା, କାର୍ଯ୍ଯରେ ବ୍ରତି ରହି ଅଞ୍ଚଳରେ ଏକ ସ୍ବତନ୍ର୍ତତା ରହିଥିଲା। ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ମହିଳା ଓ ସାମାଜିକ ସଂଘ, ସାଂସ୍କୃତିକ ତଥା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ସାମିଲ ହୋଇ ସାଧାରଣଙ୍କ ବେଶ ନିକଟତର ହୋଇ ପାରିଥିଲେ।

ତାଙ୍କର ଆମାୟିକ ଶାଳିନତା ଓ ସ୍ନେହିଗୁଣ ସମସ୍ତଙ୍କୁ ବାନ୍ଧି ଦେଇଥିଲା। ଅନ୍ତିମ ସମୟରେ ଆଖପାଖ ପଡୋଶି ମାନଙ୍କ ସମେତ ବନ୍ଧୁବାନ୍ଧବ,ବରିଷ୍ଠ, ବୁଦ୍ଧିଜିବୀ,କଳାକାର, ସମାଜସେବୀ ଏବଂ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳର ବୁଦ୍ଧିଜିବି ମହଲ ସହ ସାଧାରଣରେ ଏକ ବିଷାଦର ଛାୟା ଖେଳିଯାଇଛି।

error: Content is protected !!