Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆଚମ୍ବିତ କୋବି ନାଁ ଛତୁ !

ଆଚମ୍ବିତ କୋବି ନାଁ ଛତୁ !

ବରଗଡ଼-ବରଗଡ ଜିଲ୍ଲା ବିଜେପୁର ସ୍ଥିତ ମାଁ ମଙ୍ଗଳା ଟ୍ରେଡର୍ସ ଦୋକାନ ପାର୍ଶ୍ଵରେ ଏକ ଆଚମ୍ବିତ ଦୃଶ୍ୟ ଦେଖି ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ତାଙ୍କ ମୋବାଇଲରେ ଏଇ ଫଟୋକୁ ଉତ୍ତୋଳନ କରିଛନ୍ତି।ଆଜି ପ୍ରାୟ ୧୧ ସମୟରେ ବସଷ୍ଟାଣ୍ଡରୁ ମୋଟର ସାଇକେଲରେ ଆସୁଥିବା ସମୟରେ ରମେଶ ଚାହା ଦୋକାନରେ ଚା ପିଇବା ପାଇଁ ଅଟକି ଥିଲେ ଠିକ

ସେ ସମୟରେ ଏକ କୋବି ଭଳି ଛତୁ ଦେଖି ପାଖକୁ ଯାଇ ଦେଖିଲା ବେଳକୁ ଗଛ ମୂଳରେ ଏକ କରଞ୍ଜ ଗଛର ପତ୍ର ପଡ଼ିଥିବା ସ୍ଥାନରେ ପ୍ରତି ଦିନ ରମେଶ ଚାହା ତିଆରି କରି ଚାହା ପତି ପକାନ୍ତି।ଠିକ ସେଇ ସ୍ଥାନରେ ପତ୍ର ସହ ଚାହା ପତି ରୁ ସୃଷ୍ଟି ହୋଇଛି ଏକ ଛତୁ।ଯେ ଦେଖିବ ଛତୁ ବୋଲି କହିବ ନାହିଁ,ଠିକ କୋବି ଟିଏ ଫଳିଛି କି ବୋଲି କହିବ। ଦେଖନ୍ତୁ ସତ ନାଁ ମିଛ।

error: Content is protected !!