Sunday, March 8, 2026
Homeରାଜ୍ୟଅମଲିପାଲି କଲ୍ଯାଣ ମଣ୍ଡପ ଶୁଭ ଉଦ୍ଘାଟନ କଲେ ବିଧାୟିକା ।

ଅମଲିପାଲି କଲ୍ଯାଣ ମଣ୍ଡପ ଶୁଭ ଉଦ୍ଘାଟନ କଲେ ବିଧାୟିକା ।

ପଦ୍ମପୁର – ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନଂ ୦୭ ଅନ୍ତର୍ଗତ ଅମଲିପାଲି ଠାରେ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

କାଉନ୍ସିଲର ସୁମିତ ଘିଭେଲା, ରଘୁନନ୍ଦନ ଦେଓ, କରମସାନି ଧରୁଆ, ମୀନକେତନ ଧରୁଆ, ପ୍ରକାଶ ନାୟକ, ମନବୋଧ ବାଗ, ହେମନ୍ତ ଧରୁଆ, ପ୍ରସାଦୁ ଧରୁଆ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!