କଣ୍ଟାବାଞ୍ଜି – ସରକାର ସହରାଞ୍ଚଳ ସଫେଇ କାର୍ଯ୍ୟ ପାଇଁ ଅନେକ ଯୋଜନା କରୁଛନ୍ତି। ଏମିତି ଶ୍ରୀଘ୍ର ସଫେଇ ହେବ ସେଥି ପାଇଁ ଠିକାସସ୍ଥା କୁ ଦାଇତ୍ବ ଥିବାଯାଇଛି। ହେଳେ ଠିକାସସ୍ଥାକୁ ଦାଇତ୍ବ ଦେଳେ ମଧ୍ଯ ତାର ବ୍ୟତିକ୍ରମ ଦେଖାଦେଇଛି କଣ୍ଟାବାଞ୍ଜି ସହର ରେ। ସହର ର ଅନେକ ପଡରେ ଡ୍ରେନ ଅଳିଆ ଆବର୍ଜନ ହରି ରହିଥିବା ହେଳେ ଦୁର୍ଗନ୍ଧ ରେ ପାଠିପଡୁଛି ସେହି ଅଞ୍ଚଳ।
ଏହି ଭଲି ଚିତ୍ର ଏନଏସି କାର୍ଯ୍ୟାଳୟ ରୁ ଅଳ୍ପ ଦୂର ସହର ୧ ନଂ ୱାର୍ଡ ରେ ଦେଖା ଦେଇଛି। ଡ୍ରେନ ରେ ଆବର୍ଜନା ଭରିଥିବା ଯୋଗୁଁ ରାସ୍ତା ଉପରେ ଡ୍ରେନ ପାଣି ଯାଉଛି। ଯାହାଫଳ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ଥି।ଏନେଇ ଅନେକ ଥର ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଏନଏସି କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ଯ ତାଙ୍କ ଅଭିଯୋଗ ଉପରେ କେହି ନଜର ଦେଉନାହାଁନ୍ତି।
ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଏଭଳୁ ଯଦି ସହର ପ୍ରତୋକ ଡ୍ରେନ ଆବର୍ଜନା ସଫା କରାନଯାଏ ତେବେ ବର୍ଷା ଦିନ ସହରବାସୀ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମହଳ ରେ ଦାବୀ ହେଉଛି।