ଅତାବିରା-ବରଗଡ ଜିଲା ଅଧିନ ଅତାବିରା ସରକାରୀ ମେଡିକାଲରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି |ଏହି ଅତାବିରା ଅଂଚଳକୁ ଫାଇଲେରିଆ ମୁକ୍ତ କରିବା ଉଦ୍ଦ୍ୟେଶରେ ସମସ୍ତେ ଫାଇଲେରିଆ ଔଷଧ ସେବନ କରିବା ପାଇଁ କୁହାଯାଇଥିଲା |ଏଠାରେ କାର୍ଯ୍ୟରତ ଡାକ୍ତରମାନେ ପ୍ରଥମ ଫାଇଲେରିଆ ଔଷଧ ସେବନ କରିଥିଲେ |
କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ଡାକ୍ତର ଯଯାତି ରାଉତ,ଡାକ୍ତର ଭୀଷ୍ମଦେବ ଭୋଇ,ଡାକ୍ତର ସଂଗୀତା ଧର,ଡାକ୍ତର ଜୀବନ ପାତ୍ର ,MPHS କିଶୋର ମିର୍ଦ୍ଦ,କୃପାସିନ୍ଦୁ,MTS ମମତା ମିଶ୍ର,MRA ବିକାଶ କୁମାର ବେହେରା,BPM ସୁଧାଂଶୁ ପ୍ରଧାନ ,PHEO ହିରାଲାଲ ମେହେର ଓ ଡାକ୍ତରଖାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ତିତ ଥିଲେ |