Saturday, March 7, 2026
Homeରାଜନୀତିଅତାବିରା ଓକିଲ ସଂଘର ସଭାପତି ହେଲେ ଦୁର୍ଯ୍ୟୋଧନ ଛତର ।

ଅତାବିରା ଓକିଲ ସଂଘର ସଭାପତି ହେଲେ ଦୁର୍ଯ୍ୟୋଧନ ଛତର ।

ଅତାବିରା – ବରଗଡ ଜିଲ୍ଲା ଅତାବିରା ଓକିଲ ସଂଘ କାର୍ଯ୍ୟାଳୟରେ ଅତାବିରା ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଦୁର୍ଯ୍ୟୋଧନ ଛତର, ଉପ ସଭାପତି ତ୍ରିପୁରାରି ଚାନ୍ଦ, ସମ୍ପାଦକ ହିତେନ୍ଦ୍ରିୟ ପ୍ରଧାନ, କାର୍ଯ୍ୟକାରୀ ସଦସ୍ଯ ମନୋଜ କୁମାର ଷଡଙ୍ଗୀ, ରୋହୀତ କୁମାର ମହାପାତ୍ର, ଦିଲ୍ଲୀପ କୁମାର ସ୍ବାଇଁ, ଧନପତି ବାଦି, ମାନସରଂଜନ ତ୍ରିପାଠୀ ପ୍ରମୁଖ ମନୋନୀତ ହୋଇଛନ୍ତି। ଏଥିରେ ଆଇନଜୀବୀ ଦିବ୍ୟକିଶୋର ମିଶ୍ର, ତ୍ରିଲୋଚନ ବେହେରା, ସମୀର ଦାସ, ବୀରେନ୍ଦ୍ର ତ୍ରିପାଠୀ, ରୋହିତ ମହାପାତ୍ର, ମନୋଜ ଷଡଙ୍ଗୀ, ବୀରେନ୍ଦ୍ର କୁମାର ବାଂକା, ନିରୋଦ ଚନ୍ଦ୍ର ମହାକୁର, ବିକାଶ ମିଶ୍ର, ଘଡିଗୋପାଲ ତ୍ରିପାଠୀ, ମାନସରଂଜନ ତ୍ରିପାଠୀ, ଉନ୍ମିକ୍ରିଷ୍ନା ନାୟାର, ରାଜା ପାଣ୍ଡେ, ଜୟକୁମାର ଦାସ, ସାରଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!