Saturday, March 7, 2026
Homeରାଜ୍ୟତ୍ରିରଙ୍ଗା ଯାତ୍ରା ପାଇଁ ବିଜେପିର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ।

ତ୍ରିରଙ୍ଗା ଯାତ୍ରା ପାଇଁ ବିଜେପିର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ଅଗ୍ରସେନ ଭବନ ଠାରେ ତ୍ରିରଙ୍ଗା ଯାତ୍ରା ପାଇଁ ବିଜେପିର ବିଧାନସଭା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ଅତାବିରା ବିଧାନସଭାର ସମସ୍ତ ମଣ୍ଡଲର ମଣ୍ଡଲ ସଭାପତି ,ପଂଚାୟତ ସଭାପତି ତଥା ବରିଷ୍ଠ ବିଜେପି କର୍ମୀମାନେ ଯୋଗ ଦେଇ ଆସନ୍ତା ୧୩ ତାରିଖ ଅତାବିରାରେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ ସ୍ତିର କରାଯାଇଥିଲା ଏହି ବୈଠକରେ ଅତାବିରା ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,ବିଜେପିର ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ,ଧନେଶ୍ବର ପାଢୀ,ଯୁବ ମୋର୍ଚ୍ଚା ଉପସଭାପତି ନିରୋଜ ବାରିକ,କୌଶିକ ମହାକୁର,ଅର୍ଜ୍ଜୁନ ବାଗ,ବିଦ୍ୟାଧର ପ୍ରଧାନ,ଅମିତ ସାହୁ,ପୁଷ୍ଫକ ଗାଇଗରିଆ,ରାଜ ଅଗ୍ରଓ୍ବାଲ ,ରଂଜନ ସାହୁ,ପ୍ରମୋଦ ରଥ,ସୌରଭ ଭୋଇ,ତରଣୀ ମହାପାତ୍ର,ପ୍ରମୋଦ ରଥ,ଭୀମ,ଅର୍ଚ୍ଚନା ବାଗ,ଖିରେଶ୍ବରୀ ସ୍ବାଇଁ,ପୁଷ୍ଫକାନ୍ତି ସେଠ,ସୂର୍ଯ୍ୟକାନ୍ତି ,ବିକାସ ପଧାନ ପ୍ରମୁଖ ଯୋଗଦେଇଥିଲେ |

error: Content is protected !!