Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିୱାରଲେସ ଛକରେ ଓରମାସର ରାକ୍ଷୀ ରିଟେଲ କାଉଣ୍ଟରକୁ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ ।

ୱାରଲେସ ଛକରେ ଓରମାସର ରାକ୍ଷୀ ରିଟେଲ କାଉଣ୍ଟରକୁ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ ।

ବୌଦ୍ଧ-ଓରମାସ ପକ୍ଷରୁ ଖୋଲା ଯାଇଥିବା ରାକ୍ଷୀ ରିଟେଲ କାଉଣ୍ଟର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଦ୍ବାରା ଉଦଘାଟିତ ହୋଇ ଯାଇଛି l ମିଶନ୍ ଶକ୍ତି ମହିଳାଙ୍କ ଦ୍ବାରା ନିର୍ମୀତ ବିଭିନ୍ନ କିସମର ରାକ୍ଷୀକୁ ବିକ୍ରୀ ଉଦ୍ଦେଶ୍ୟରେ ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଉକ୍ତ କାଉଣ୍ଟର ଓରମାସ୍ ପକ୍ଷରୁ ଖୋଲା ଯାଇଛି l ଉଦଘାଟନ ସମୟରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଓରମାସର ସହକାରୀ ମୁଖ୍ୟ ନିର୍ବାହୀ ଅଧିକାରୀ ଶିବାଶିସ ଦାସ, ସହକାରୀ ନିର୍ବାହୀ ଦିଲ୍ଲୀପ କୁମାର ରଥ, ଓଡିଶା ଜୀବିକା ମିଶନ ତଥା ମିଶନଶକ୍ତି DPM ରଶ୍ମୀ ରଞ୍ଜନ ସେଠୀ, ଜିଲ୍ଲା ସଂଯୋଜକ ମିଶନ୍ ଶକ୍ତି ଅଜୟ କୁମାର ମେହେର, ଓରମାସର ବୈଷୟିକ ପରିଚାଳକ ସୌମ୍ୟ ରଞ୍ଜନ ପଣ୍ଡା, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଉପସ୍ଥିତ ଥିଲେ |

error: Content is protected !!