Saturday, March 7, 2026
Homeରାଜ୍ୟ୨୧ରୁ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ୍ କପ୍ ।

୨୧ରୁ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ୍ କପ୍ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ହେବାକୁ ଥିବା ୫ମ ଭୂତମୁଣ୍ଡା ବୁଢ଼ାରଜା କ୍ରିକେଟ୍ କପ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ୨୫ ତାରିଖରେ ଫାଇନାଲ ମ୍ୟାଚରେ ଖେଳାଯିବ ନେଇ ବୈଠକରେ ଆଲୋଚନା ହୋଇଛି।

ଆୟୋଜକ କମିଟି ସଭାପତି ଭାବରେ ଭରତ ଧରୁଆ, ସମ୍ପାଦକ ସୌମ୍ୟରଞ୍ଜନ ମହାନ୍ତି, ଓ କୋଷାଧ୍ୟକ୍ଷ ଚକ୍ରଧର ପ୍ରଧାନଙ୍କୁ ମନୋନୀତ କରାଯାଇଛି। ବୈଠକରେ ଆୟୋଜକ କମିଟି ତଥା ଗ୍ରାମ୍ୟ କମିଟି ସମସ୍ତ କ୍ରିଡାପ୍ରେମୀ ଉପସ୍ଥିତ ଥିଲେ।

error: Content is protected !!