Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିସ୍ମାର୍ଟ ମିଟର ହଟାଇବା ପାଇଁ ବିଦ୍ୟୁତ ଉପଭୋକ୍ତା ପକ୍ଷରୁ ଦାବିପତ୍ର ।

ସ୍ମାର୍ଟ ମିଟର ହଟାଇବା ପାଇଁ ବିଦ୍ୟୁତ ଉପଭୋକ୍ତା ପକ୍ଷରୁ ଦାବିପତ୍ର ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଲରାସରା ପଂଚାୟତ ଖଇରପାଲି ଗ୍ରାମର ବିଦ୍ୟୁତ ଉପଭୋକ୍ତାମାନେ ଘରେ ଲାଗିଥିବା ସ୍ମାର୍ଟମିଟର ହଟାଇବା ପାଇଁ ଲାଦରପାଲି ବିଦ୍ୟୁତ ଏସଡିଓ ଅଫିସରେ ଏସଡିଓକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ବିଦ୍ୟୁତ ଉପଭୋକ୍ତାକଂ ବିନା ଅନୁମତିରେ ଘରେ ସ୍ମାର୍ଟ ମିଟର ଲଗାଯାଇଛି ସ୍ମାର୍ଟମିଟର ଲଗାଯାଇଥିବାରୁ ପୂର୍ବ ଅପେଖିଆ ଏବେ ଅଧିକ ବିଦ୍ୟୁତ ବିଲ ଆସୁଛି ଯାହା ଫଳରେ ବିଦ୍ୟୁତ ଉପଭୋକ୍ତା ମାନେ ବିଲ ପୈଠ କରିବା ଚିନ୍ତାରେ ଭାଂଗିପଡୁଛନ୍ତି ତେଣୁକରି ଘରେ ଲଗାଯାଇଥିବା ସ୍ମାର୍ଟ ମିଟର ହଟାଯାଉ ଓ ପୂର୍ବରେ ଲାଗିଥିବା ମିଟର ଲଗାଯାଉ |

error: Content is protected !!