Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସପ୍ତାହେ ବ୍ୟାପି ଅନୁଷ୍ଠିତ ଶିକ୍ଷା ସପ୍ତାହ ସମ୍ପର୍ଣ୍ଣ ।

ସପ୍ତାହେ ବ୍ୟାପି ଅନୁଷ୍ଠିତ ଶିକ୍ଷା ସପ୍ତାହ ସମ୍ପର୍ଣ୍ଣ ।

ପାଇକମାଲ-ବରଗଡ଼ ଜିଲ୍ଲା, ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ହାଇସ୍କୁଲ ପଲସଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ NEP=2020ର ଚାରିବର୍ଷ ପୂର୍ତ୍ତି ଅବସରରେ ପଲସଦା ଉଚ୍ଚ ବିଦ୍ୟାଳୟରେ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଯାୟୀ ପାଳିତ ହୋଇଛି। 22ରୁ29 ତାରିଖ ପର୍ଯ୍ୟନ୍ତ ଚାଲୁ ରହି ଥିବା ଶିକ୍ଷା ସପ୍ତାହ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା TLM ତିଆରି,FLN ଏକ୍ଟିଭିଜନ୍ ବିଭିନ୍ନ ପ୍ରକାର ଖେଳ , ନୃତ୍ୟ, ଗୀତ,ଡ୍ରାମା, ଦକ୍ଷଣ ବିକାଶ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସବୁ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଗୁଡ଼ିକ ସଫଳତା ର ସହ ସମ୍ପର୍ଣ୍ଣ ହୋଇଛି।

error: Content is protected !!