Sunday, March 8, 2026
Homeରାଜ୍ୟଲାୟନ୍ସ କ୍ଳବର ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ ।

ଲାୟନ୍ସ କ୍ଳବର ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ ।

ପଦ୍ମପୁର– ପଦ୍ମପୁର ଲାୟନ୍ସ କ୍ଳବ ସଭା ଗୃହରେ ୨୦୨୫-୨୬ ବର୍ଷର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ ସଭାପତି ଲାୟନ୍ ପ୍ରିତମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆଗାମୀ ସମୟରେ ହେବାକୁ ଥିବା ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ, କୋଷାଧ୍ୟକ୍ଷ ଲାୟନ୍ ସଦାନନ୍ଦ ପୁରୋହିତ, ଲାୟନ୍ ବେନୁମାଧବ ଦୋରା, ଲାୟନ୍ ଚିତ୍ତ ରଞ୍ଜନ ଦାଶ, ଲାୟନ୍ ସନ୍ତୋଷିନି ରଥ, ଲାୟନ୍ ବିଷ୍ଣୁ ନାରାୟଣ ଦୋରା, ଲାୟନ୍ ବିନୋଦ ବିହାରୀ ମିଶ୍ର, ଲାୟନ୍ ଭାରତୀ ପଟ୍ଟନାୟକ, ଲାୟନ୍ ରାଜକିଶୋର ଯୋଶୀ, ଲାୟନ୍ ସୁନୀଲ ଅଗ୍ରୱାଲ, ଲାୟନ୍ ଦ୍ଵାଦଶ ପ୍ରଧାନ, ଲାୟନ୍ ହିମାଂଶୁ ଯୋଶୀ ଓ ଲାୟନ୍ ଶାଶ୍ଵତ ଦାଶ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!