ପାଇକମାଲ-ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ଏନ୍.ଏସ୍.ଏସ୍ ଅଧିକାରୀ ଶ୍ରୀଯୁକ୍ତ ସୁମିତାବ ନାୟକ ଯୋଗ ଦେଇ ଗଛ ଲଗାଇବା ସହ ପରିବେଶ ସୁରକ୍ଷା ଉପରେ ସଚେତନ ବାର୍ତ୍ତ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସସ୍ମିତା ସରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବବିତା ମଲ୍ଲିକ ଏବଂ ଏନ୍ଏସ୍ଏସ ର ସଦସ୍ଯ ମାନେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।