Saturday, March 7, 2026
Homeରାଜ୍ୟମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ପଦ୍ମପୁର – ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାର ଖେଳଶିକ୍ଷକ ଶ୍ରୀ ବୁଲୁ ମଲିକ ଯୋଗଦେଇ ଛାତ୍ରୀ ମାନଙ୍କୁ ଯୋଗର ବିଭିନ୍ନ ଦିଗ ଓ ବର୍ତ୍ତମାନ ପରିସ୍ଥିତିରେ ତାର ଆବଶ୍ୟକତା ସମ୍ୱନ୍ଧରେ ବୁଝାଇବା ସହ ଯୋଗ ଅଭ୍ୟାସ କରାଇଥିଲେ। ସମସ୍ତ ଛାତ୍ରୀ ତଥା କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!