Saturday, March 7, 2026
Homeରାଜ୍ୟଭେରୁଆମୁଣ୍ଡା କଲ୍ୟାଣ ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?

ଭେରୁଆମୁଣ୍ଡା କଲ୍ୟାଣ ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?

ପାଇକମାଲ-ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଠାରେ ଜନସାଧାରଣଙ୍କ ସାମୁହିକ ସ୍ବାର୍ଥ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧିନ ରହିଛି। ଦୀର୍ଘ ଦିନରୁ ନିର୍ମାଣ ଆରମ୍ଭ କରାଯାଉଛି,କିନ୍ତୁ ସଂପୂର୍ଣ୍ଣ ହେଉ ନାହିଁ।ଗ୍ରାମବାସୀ ଅନେକ ଥର ନିର୍ମାଣ ସଂପୂର୍ଣ୍ଣ ପାଇଁ କହିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ।

ଦୀର୍ଘ ଦିନ ହେବ ଅର୍ଦ୍ଧ ନିର୍ମିତ ହୋଇ ପଡି ରହିବା ଦ୍ୱାରା ଖରା,ବର୍ଷାରେ ମାନ କ୍ରମଶଃ କ୍ଷୁର୍ଣ୍ଣ ହେବାରେ ଲାଗିଛି । ଯାହାକି ଅତି ଶୀଘ୍ର ନଷ୍ଟ ହୋଇଯିବ। ଲକ୍ଷାଧିକ ଟଙ୍କା ବ୍ୟୟ ମାଟିରେ ମିଶି ଯିବ,ତେଣୁ ନଷ୍ଟ ହେବା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଦାବୀ ହୁଏ।

error: Content is protected !!