Saturday, March 7, 2026
Homeରାଜନୀତିଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟଳୟ ଉଦଘାଟିତ।

ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟଳୟ ଉଦଘାଟିତ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ଠାରେ ମଣ୍ଡଳ ସ୍ତରୀୟ କାର୍ଯ୍ୟଳୟ ଉଦ୍ଦଘାଟନ ହୋଇଥିଲା l ଏହି ଉଦ୍ଦଘାଟନ ଉତ୍ସବ ରେ ବରଗଡ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ମଣ୍ଡଳ ସଭାପତି କେତନ ମେହେର, ସାଧାରଣ ସମ୍ପାଦକ ବାସୁଦେବ ପାଣିଗ୍ରାହୀ, ଜନକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ମକରଧ୍ୱଜ ବଗାର, ଦହିତା ମଣ୍ଡଳ ସାମାଜିକ ଗଣମାଧ୍ୟମ ସଂଯୋଜକ ସଂଜୟ ସାହୁ, ଚିନୁ ସାମଲ, ମୁରଲୀ ସାହୁ ଙ୍କ ସହ ଅନ୍ୟ ସାତ ଟି ପଞ୍ଚାୟତ ର ପ୍ରମୁଖ ଉପସ୍ଥିତ ଥିଲେ l

error: Content is protected !!