Thursday, February 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭାଗବତ କଥାମୃତର ଦିତୀୟ ଦିନ ।

ଭାଗବତ କଥାମୃତର ଦିତୀୟ ଦିନ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲିରେ ଚାଲିଥିବା ଭାଗବତ କଥାମୃତରେ କର୍ତ୍ତା ଭାବେ ଟେମରୀ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଓ ତାଙ୍କ ପତ୍ନୀ ସଂଗୀତା ବେହେରା ଯୋଗଦେଇ ପୂଜାର୍ଚ୍ଚନା ସାରିବା ପରେ ପ୍ରବକ୍ତା ଆଚାର୍ଯ୍ୟ ପ୍ରଦୀପ ଶାସ୍ତ୍ରୀଜୀଙ୍କୁ ଫୁଲ ଚନ୍ଦନ ଦ୍ଵାରା ସ୍ଵାଗତ କରି ପ୍ରବଚନ ସ୍ଥଳୀକୁ ଅଣାଯାଇଥିଲା ।

ଏହି କାର୍ଯ୍ୟକ୍ରମ ପାଇଁ ଆଖପାଖ ଗ୍ରାମରୁ ଲୋକଙ୍କ ଗହଳି ଲାଗିଛି । ଏହି କଥାମୃତକୁ ଅନ୍ୟ ମାନଙ୍କ ମଧ୍ୟରେ ସତସଙ୍ଗ ସମିତିର ସଭାପତି ଗତିକୃଷ୍ଣ ପ୍ରଧାନ, ଉପସଭାପତି ମାନଭଞ୍ଜନ ପ୍ରଧାନ, ସମ୍ପାଦକ ବସନ୍ତ ସାହୁ, ସହ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!