Saturday, March 7, 2026
Homeରାଜ୍ୟବ୍ୟାଙ୍କ ଆଫ ବରୋଦା ପଦ୍ମପୁର ଶାଖା ପକ୍ଷରୁ ସିଡିଏମ ମ୍ୟାସିନର ଶୁଭ ଉଦଘାଟିତ ।

ବ୍ୟାଙ୍କ ଆଫ ବରୋଦା ପଦ୍ମପୁର ଶାଖା ପକ୍ଷରୁ ସିଡିଏମ ମ୍ୟାସିନର ଶୁଭ ଉଦଘାଟିତ ।

ପଦ୍ମପୁର– ବ୍ୟାଙ୍କ ଆଫ ବରୋଦା ପଦ୍ମପୁର ଶାଖା ଠାରେ ସିଡିଏମ ମ୍ୟାସିନର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଇନଜିବୀ ସୁନିଲ କମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଶାଖା ପରିଚାଳକ ସ୍ୱାଗତ କୁମାର ଗୁରୁ,ସହପରିଚାଳକ ବିନୟ ଭୂଷଣ ଯୋଗଦେଇ ଏହି କ୍ୟାସ ଡିପୋଜିଟ ମ୍ୟାସେନ ସାହାର୍ଯ୍ୟରେ ଗ୍ରାହକ ମାନେ କିଭଲି ଭାବରେ ସେବା ପାଇଁ ପାରିବେ ସେ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କର କ୍ୟାସିୟର ସନ୍ତୋଷ କୁମାର ପ୍ରଧାନ,କ୍ଲର୍କ ନିହାର ରଂଜନ ପାଣିଗ୍ରାହୀ ଓ ତନୁଜ କୁମାର ନାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ବ୍ୟାଙ୍କର ଗ୍ରାହକ ମାନେ ଉପସ୍ଥିତ ଥିଲେ ।

error: Content is protected !!