Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବଜ୍ରଘାତରେ ଆହତ ସିଂଘଳ ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ।

ବଜ୍ରଘାତରେ ଆହତ ସିଂଘଳ ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ।

ନୂଆପଡା(ଡିଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ କିରକିଟା ଗ୍ରାମ ରେ ବଜ୍ରଘାତ ରେ ଆହତ ହୋଇଥିବା ସିଂଘଳ ମାଝୀ ଖଡିଆଳ ଉପଖଣ୍ଡ ରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବା ନେଇ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି।

ଗତ ଦୁଇ ଦିନ ତଳେ ବଜ୍ରଘାତ ସେହି ଗ୍ରାମର ତହସିଲ ମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ସିଂଘଳ ମାଝୀ ଆହତ ହୋଇଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସ୍ବାଭାବିକ ହେଉଥିବା ଜଣାପଡିଛି।

error: Content is protected !!