Saturday, March 7, 2026
Homeରାଜ୍ୟବୁଡେନ ଅଞ୍ଚଳରେ ଜଙ୍ଗଲୀ ହାତୀ : ଡାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ବିଭାଗ ।

ବୁଡେନ ଅଞ୍ଚଳରେ ଜଙ୍ଗଲୀ ହାତୀ : ଡାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ବିଭାଗ ।

ପଦ୍ମପୁର -ପଦ୍ମପୁର ଅନ୍ତର୍ଗତ ବୁଡେନ ଅଞ୍ଚଳରେ ତିନୋଟି ଜଙ୍ଗଲୀ ହାତୀ ଫୁଲମତିପୁର ଅଞ୍ଚଳରେ ଥିବା ବନ ବିଭାଗ ଖବର ପାଇଥିଲା ।ଏହି ବଣୁଆ ହାତୀ ପାଟଣାଗଡ଼ ପଟରୁ ଆସିଥିବା ଜଣାପଡ଼ିଥିଲା ।ଏହି ବଣୁଆ ହାତୀ କୂ ନେଇ ବୁଡେନ ତଥା ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।ଖବରପାଇ ପଦ୍ମପୁର ବନ ବିଭାଗ ରେଞ୍ଜର ସୁଦାମ ଜଗଦଲା ଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ହାତୀ ଙ୍କୁ ଘଉଡାଇବା ସହିତ ଫୁଲମତିପୁର,ବୁଡେନ, ତଥା ଆଖପାଖ ଅଞ୍ଚଳରେ ଡାକବାଜି ଯୋଗେ ବନପାଳ ସରୋଜ କୁମାର ସାହୁ, ଚିନ୍ମୟୀ ମହାପାତ୍ର ସ୍କୁଆଡ୍ କେଶରଞ୍ଜନ ବୁଡେକ ,ମାନ ଠେଠୁଆଁ, ସମିର ଭଏସା,ମାଧବ ବଗର୍ତି, ପ୍ରସନ୍ନ ବିଶ୍ପାଲ, ପ୍ରସନ୍ନ୍ନ ପଧାନ,ଗୁଇଠୁ ପ୍ରଧାନ,ଉମେଶ ପ୍ରଧାନ,ପରମେଶ୍ବର ପ୍ରଧାନ ପ୍ରମୁଖ ସଚେତନ କରୁଛନ୍ତି ।

error: Content is protected !!