Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବିଜୟ କାର୍ଗିଲ ଦିବସ ଅବସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଶହୀଦ ସ୍ତମ୍ଭଠାରେ ଦୀପ ଦାନ...

ବିଜୟ କାର୍ଗିଲ ଦିବସ ଅବସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ଶହୀଦ ସ୍ତମ୍ଭଠାରେ ଦୀପ ଦାନ ।

ସମ୍ବଲପୁର – କାର୍ଗିଲ ବିଜୟ ଦିବସ ର ୨୫ ବର୍ଷ ପୂର୍ତ୍ତି ଅବସର ରେ ସମ୍ବଲପୁର ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ନେଲସନ ମଣ୍ଡେଲା ଛକ ଶହୀଦ ସ୍ତମ୍ଭ ଠାରେ ଦୀପଦାନ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଦେବାଶିଷ ବେହେରା, ଉପଦେଷ୍ଠ। ସୁରେନ୍ଦ୍ର ବଗର୍ତ୍ତି, ମହିଳା ସଂଯୋଜିକା ଝୁନୁ ତ୍ରିପାଠୀ, କାର୍ଯ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ୱାଳ, ଯୋଜନାଓ ସମନ୍ନୟ ସଂଯୋଜକ ରାଜେଶ ସ୍ୱାଇଁ, ସ୍ୱାସ୍ଥ୍ୟ ସଂଯୋଜକ କିଶୋର ଧରେଇ, ପ୍ରଚାର ପ୍ରସାର ସଂଯୋଜକ ରାହୁଲ ଗୁପ୍ତା, ସାଂସ୍କୃତିକ ସଂଯୋଜକ ଦଶରଥ ମେହେର, ଦେବୀ ପ୍ରସାଦ ଭୋଇ, ପଙ୍କଜିନୀ ମେହେର, କାନ୍ତି ମେହେର, ସ୍ୱସ୍ତିକା ନାୟକ, ନନ୍ଦିତା ପ୍ରଧାନ, ଛବି ପତି, ମାନି ମିଶ୍ର, ପ୍ରଜ୍ଞା ପ୍ରଧାନ,ସୁଜାତା ଗୁରୁ, ସଂଘମିତ୍ରା ପଣ୍ଡା, ସୁଷମା ପ୍ରଧାନ, ଗୁଣରଞ୍ଜନ ସାଲିମା, ସୁବୋଧ ଦୋରା, ଭବାନୀ ଭୋଇ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ l

error: Content is protected !!