Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିବିଜେପୁର ବିଧାୟକଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ନାଗରିକ ସଂଘ ।

ବିଜେପୁର ବିଧାୟକଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ନାଗରିକ ସଂଘ ।

ବିଜେପୁର-ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କୁ ବରିଷ୍ଠ ନାଗରିକ ସଂଘ ବିଜେପୁରର ସଦସ୍ୟ ସଦସ୍ୟା ମାନେ ଏକ ସୈାଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ତଥା ଉପଢୌକନ ଦେଇ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି। ଏପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ସଂଘର ସଭାପତି ନବକିଶୋର ସାହୁ, ସମ୍ପାଦକ ସ୍ୱାଧୀନ କୁମାର ସାହୁ,ଡ.ତହସିଲ ସାହୁ, ଅଜିତ କୁମାର ସାହୁ, ଗଙ୍ଗାଧର ପଧାନ,ହିମାନ୍ଦ୍ରୀ ବିହାରୀ ବେହେରା,

ଆନନ୍ଦ ଚନ୍ଦ୍ର ସାହୁ, ପ୍ରମୋଦ ସାହୁ, ଗଙ୍ଗା ପଧାନ,ଭୋଜରାଜ ସାହୁ, ପ୍ରଫୁଲ୍ଲ ଦାଶ, ଗୁଣନିଧି ସେଠ, ସୁଶାନ୍ତ ପାଣିଗ୍ରାହୀ, ଗିରିଧାରୀ ଦାଶ, କିଶୋର ଷଡ଼ଙ୍ଗୀ, ଜନାର୍ଦ୍ଦନ ଡନସନା, ପ୍ରଦୀପ ଗୁରୁ, ଅଭୟ ସାହୁ,ପ୍ରମୋଦିନୀ ସାହୁ, ସୁଶ୍ରୀ ପ୍ରତୀମା ଗୁରୁ,ନିବାର କୁମରିଆ, ଲେଙ୍କା ଦେଇ ପ୍ରମୁଖ ଉପସ୍ଥିତ ହୋଇ ବିଧାୟକଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

error: Content is protected !!