Saturday, March 7, 2026
Homeରାଜ୍ୟପାଇକମାଳର ନୂତନ ବିଇଓଙ୍କୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମର୍ଦ୍ଧନା ।

ପାଇକମାଳର ନୂତନ ବିଇଓଙ୍କୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମର୍ଦ୍ଧନା ।

ପାଇକମାଳ-ପାଇକମାଳ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ମହାଦେବ ବେହେରା,ସହଦେବ ମାଝୀ, ନିତ୍ୟାନନ୍ଦ ସୁନା,ଦୁବରାଜ ବେଶ୍ରା, ନିଧି ମେହେର ,ବାସବ ମାଝୀ ତଥା ସିଆରସିସି ଉଗ୍ରସେନ ପ୍ରଧାନ, ବୈଷ୍ଣବ ପଣ୍ଡା, ରଞ୍ଜନ ବାଗ,ରୁଷଭ ସାହୁ, ମନୋରଞ୍ଜନ ପଟେଲ,ବିଜୟ ସ୍ବାଇଁ, ବ୍ରଜକିଶୋର ଜେନା,ବିକ୍ରମ ପଟେଲ, ବସୁଦେବ କୁମ୍ଭାର,ସନ୍ତୋଷ ମେହେର,

କେଦାର ରାଉତ, ନିରଞ୍ଜନ ହରିଜନ ଓ ମହେନ୍ଦ୍ର ସେଟ୍ ଉପସ୍ଥିତ ରହି ସମର୍ଦ୍ଧିତ କରିଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ଶ୍ରୀ ସୁନା ପାଇକମାଳ ବ୍ଲକର ଶିକ୍ଷାର ଅଗ୍ରଗତି ପାଇଁ ସମସ୍ତେ ସଂଗଠିତ ହୋଇ କାମ କରି ପାଇକମାଲ ବ୍ଲକର ମର୍ଯ୍ୟାଦା ରଖିବା ପାଇ ଆହ୍ବାନ ଦେଇଥିଲେ। ଉକ୍ତ ସମୟରେ ବ୍ଲକ ର ସମସ୍ତ କର୍ମଚାରୀ ସହ ଏବିଇଓ ରାଧେଶ୍ୟାମ ମେହେର ଓ ଧଲେନ୍ଦ୍ର ବାରିକ ଉପସ୍ଥିତ ଥିଲେ ।

error: Content is protected !!