Thursday, November 21, 2024
spot_imgspot_imgspot_img
Homeରାଜ୍ୟପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ୩୦୦ ଶଯ୍ୟା ବିଶିଷ୍ଠ ହାଇଟେକ ବ୍ୟବସ୍ଥା ପାଇଁ ଦାବୀ ଜଣାଇଲା...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ୩୦୦ ଶଯ୍ୟା ବିଶିଷ୍ଠ ହାଇଟେକ ବ୍ୟବସ୍ଥା ପାଇଁ ଦାବୀ ଜଣାଇଲା ଏ.ବି.ସି.ଡି ।

ପଦ୍ମପୁର-ପଦ୍ମପୁର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଏ.ବି.ସି.ଡି. ତରଫରୁ ସଭାପତି ଅନିଲ ବେହେରା,ସମ୍ପାଦକ ରଘୁନାଥ ପୁରୀ,ସହସମ୍ପାଦକ ପ୍ରତାପ ନାଥ, ଶାନ୍ତସଂଗ୍ରାମ ଭୋଇ,ସହଦେଵ ମେହେର,ଅମୀୟ ପୁରୋହିତ, ସୁରେଶ ମିଶ୍ର,ରବିନ୍ଦ୍ର ଦାଶ, ସମ୍ପଦ ସାହୁ,ସରୋଜ ଦାନି,ସରୋଜ ଯୋଶୀ, ମାନ୍ୟବର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀମାନ ମୁକେଶ ମହାଲିଙ୍ଗଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାରେ ୩୦୦ ସହ ଶଯ୍ୟା ବିଶିଷ୍ଠ ହାଇଟେକ ଡାକ୍ତରଖାନା ଓ ଏକ ମେଡିକାଲ କଲେଜ ପାଇଁ ଅତିଶୀଘ୍ର ପଦକ୍ଷେପ ନେବାପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ବିଷୟରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀମାନ ମନ୍ତ୍ରୀ ମହୋଦୟ କହିଥିଲେ ।

error: Content is protected !!