Saturday, March 7, 2026
Homeରାଜନୀତିପଦ୍ମପୁର ଅଞ୍ଚଳ ବାସୀଙ୍କ ଶୁଭମନାସିଲେ ପ୍ରିତମ ମେହେର।

ପଦ୍ମପୁର ଅଞ୍ଚଳ ବାସୀଙ୍କ ଶୁଭମନାସିଲେ ପ୍ରିତମ ମେହେର।

ପଦ୍ମପୁର-ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପଦ୍ମପୁର ସହରରେ ବିଭିନ୍ନ
ସ୍ଥାନରେ ହନୁମାନ ଜନ୍ମୋତ୍ସବ ପାଳିତ ହୋଇଥାଏ। ସମାଜସେବୀ ପ୍ରିତମ ମେହେର ଆଜି ପଦ୍ମପୁର ସହରର ବିଭିନ୍ନ ମନ୍ଦିର ଯାଇ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ପଦ୍ମପୁର ଅଞ୍ଚଳ ବାସୀଙ୍କ ପାଇଁ ପ୍ରାର୍ଥନା କରି ଅଞ୍ଚଳରେ ସମସ୍ତେ ସୁଖ ସମୃଦ୍ଧି ରେ ରୁହନ୍ତୁ ବୋଲି ପ୍ରାର୍ଥନା କରିଥିଲେ I ହନୁମାନ ପଡାସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କୁ ଭୋଗ ବଣ୍ଟନ କରି ଖୁସି ଅନୁଭବ କରିଥିଲେ ।

error: Content is protected !!