Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୃସିଂହନାଥରେ ପର୍ଯ୍ୟଟନ ଦିବସ ପାଳିତ।

ନୃସିଂହନାଥରେ ପର୍ଯ୍ୟଟନ ଦିବସ ପାଳିତ।

ପାଇକମାଲ-ପାଇକମାଲ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଳକ ପ୍ରଶାସନ ତରଫରୁ ବିଶ୍ବ ପର୍ଯ୍ୟଟନ ଦିବସ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ ଏବଂ ସଚେତନ କାର୍ଯ୍ୟକ୍ରମ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ତତ୍ତ୍ଵାବଧାନରେ ହୋଇଯାଇଅଛି।

ଏମବିକେ ସିଆରପି ଏସଏଚଜିମାନେ ଯୋଗେ ଦେବା ସ୍ବଚ୍ଛ ଭାରତ ଅଭିଯାନର ସଂଯୋଜକ ବେଦବ୍ୟାସ ନଈ ବିପିଏମ ଇନ୍ଦ୍ରମଣି କୁମ୍ଭାର ଏବଂ ଏସପାଇରାଇସନାଲ ବ୍ଳକ ପ୍ରୋଗ୍ରାମର ଉପସ୍ଥିତ ଥିଲେ।

ସମସ୍ତ ପାଇକମାଳ ଏମବିଏକ, ସିଆରପି,ଏସଏଚଜି, ଅଙ୍ଗନୱାଡି କର୍ମୀଙ୍କ ଦ୍ବାରା ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଓ ପାଇକମାଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

error: Content is protected !!