Saturday, April 19, 2025
spot_imgspot_imgspot_img
Homeରାଜନୀତିନାମାଙ୍କନ ପାତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।

ନାମାଙ୍କନ ପାତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ନାମାଙ୍କନ ପାତ୍ର ଦାଖଲ, ରିଟର୍ଣୀଙ୍ଗ ଅଧିକାରୀ ଯୋଗେନ୍ଦ୍ର ମାଝୀଙ୍କୁ ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ବିଶାର ରାଳୀ ଖରିଆର ରୋଡ ଠାରୁ ବାହାରି ନୂଆପଡ଼ା ପରିକ୍ରମା କରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚିଥିଲା।

ନିର୍ଦ୍ଧାରିତ ସମୟ ଏବଂ ଶୁଭ ମୂହୁର୍ତ୍ତ ରେ ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ବିଗତ ତିନି ଥର ବିଧାୟକ ହୋଇଥିବା ବେଳେ ଅଞ୍ଚଳ ରେ ବିକାଶ ମୂଳକ ଯୋଜନା ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ମତବ୍ୟକ୍ତ କରିଛନ୍ତି। ଜନ କଲ୍ୟାଣ ଯୋଜନା ଦ୍ବାରା ଲୋକ ମାନେ ବିଜେଡ଼ି ପ୍ରତି ଆକୃଷ୍ଟ ଥିବା ସେ ପ୍ରକାଶ କରିଛନ୍ତି।

error: Content is protected !!