Sunday, April 20, 2025
spot_imgspot_imgspot_img
Homeଅଘଟଣଟେଙ୍ଗେନାପାଲି ଛକରୁ ରନ୍ଧା ମଦ ମାମଲାରେ ଜଣେ ଗିରଫ ।

ଟେଙ୍ଗେନାପାଲି ଛକରୁ ରନ୍ଧା ମଦ ମାମଲାରେ ଜଣେ ଗିରଫ ।

ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟେଙ୍ଗେନାପାଲି ଛକ ଠାରେ ବେଆଇନ ଭାବରେ ଦେଶୀ ମଦ କାରବାର କରୁଥିବା ମହାଦେବ ଡନସନାକୁ ଜିଲ୍ଲା ମୋବାଇଲ ୟୁନିଟ ଗିରଫ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନରୁ ଏହି କାରବାରରେ ଲିପ୍ତ ଥିବା ବେଳେ ଆଜି ଜିଲ୍ଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଛି । ତେବେ ଘଟଣା ସ୍ଥଳରୁ ୨୫ ଲିଟର ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତକୁ ମଧ୍ଯ କାବୁ କରିଛି ମୋବାଇଲ୍ ଟିମ୍ ।

error: Content is protected !!