Saturday, March 7, 2026
Homeରାଜ୍ୟଝିଲିମିଣ୍ଡା ପଞ୍ଚାୟତ ଅଫିସରେ ବିକାଶ ବାହନ କାର୍ଯ୍ୟକ୍ରମ ।

ଝିଲିମିଣ୍ଡା ପଞ୍ଚାୟତ ଅଫିସରେ ବିକାଶ ବାହନ କାର୍ଯ୍ୟକ୍ରମ ।

ଅତାବିରା(ସୁରେନ୍ଦ୍ର କଠାର)-କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରକଂ ୧ ବର୍ଷ ପୂର୍ତ୍ତି ଅବସରରେ ଆଜି ଗୁରୁବାର ଅପରାହ୍ନ ୪ଟାରେ ଅତାବିରା ବ୍ଲକ ଅଧିନ ଝିଲିମିଣ୍ଡା ପଂଚାୟତ ଅଫିସରେ ବିକାଶ ବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଏବିଡିଓ ଗିରିନ୍ଦ୍ର ସାହୁ,ସରପଂଚ ପୂଜା କୁମ୍ଭାର,ସମିତି ସଭ୍ୟା ସଂଜୁଲତା ବଢେଇ ,ରଶ୍ମିତା ଖେତି ପ୍ରମୁଖ ମଂଚାସୀନ ଥିଲେ |ଏହି କାର୍ଯ୍ୟକ୍ରମରେ କେତେକ ହିତାଧିକାରୀ ମାନକୁଂ ଭତ୍ତା,ରାସନ କାର୍ଡ,ଜବ କାର୍ଡ ଆଦି ପ୍ରଦାନ କରାଯାଇଥିଲା |

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |ସରକାରକଂ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ମାନେ ଆଲୋକପାତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପିଇଓ ଜ୍ୟୋର୍ତିମୟୀ ପଣ୍ଡା ,ଜିଆରଏସ,ସିଏଚଓ,ଆଶା,ଅଂଗନବାଡି କର୍ମୀ ,ମହିଳା ସ୍ବଂୟ ସହାୟକ ଗୋଷ୍ଠି,ସିଆରପି,ବିଜେପି କାର୍ଯ୍ୟକର୍ତ୍ତା ଅର୍ଚ୍ଚନା ବାଗ,ତରଣୀସେନ ମହାପାତ୍ର,ଭୋଲାନାଥ ମେହେର,ସୁରୁ ମାଝି ପ୍ରମୁଖ |

error: Content is protected !!