Saturday, March 7, 2026
Homeଖେଳଜାମୁଟଜୁରୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ।

ଜାମୁଟଜୁରୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ।

ତୁରେକେଲା – ତୁରେକେଲା ବ୍ଲକ ଜାମୁଟଜୁରୀ ଗ୍ରାମରେ ଜୟ ଚତୁର୍ଭୁଜ ବୁଢାଦେଓ କ୍ଳବ ତରଫରୁ ଆୟୋଜିତ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଅଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳର ଫୁଟବଲ ଖେଳାଳୀ ମାନେ ଅଂଶଗ୍ରହଣ କରି ତାଙ୍କ ପ୍ରତିଭା ଦେଖାଇଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲି। ସମ୍ମାନୀତ ଅତିଥି ଭାବେ ବିଜେଡି ନଗର ସଭାପତି ଦେବାର ବାରିକ, ବିଜେଡି ଯୁବ ସଭାପତି ବିଷ୍ଣୁ ପ୍ରସାଦ ଜୁଏଡ଼ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!