Saturday, March 7, 2026
Homeରାଜ୍ୟଗୁଦେରପାଲି ଗାଁରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

ଗୁଦେରପାଲି ଗାଁରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଏବଂ ତ୍ରିଲୋଚନ ନେତ୍ରାଲୟ, ସମ୍ବଲପୁରଙ୍କ ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା କମ୍ପୁଟର ଦ୍ବାରା ଚକ୍ଷୁ ପରିକ୍ଷା ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ତ୍ରିଲୋଚନ ନେତ୍ରାଲୟରୁ ଛଅ ଜଣିଆ ଡାକ୍ତରୀ ଏବଂ ଟେକ୍ନିସିୟାନ ଟିମ ପହଞ୍ଚି ସର୍ବମୋଟ ୯୭ ଜଣ ରୋଗୀଙ୍କ ଚକ୍ଷୁ ପରିକ୍ଷା କରିଥିଲେ। ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର, ଚାଷୀ ନେତା କିଶୋର ଚନ୍ଦ୍ର ଦେବତାଙ୍କ ସମେତ ଯୁବନେତା ମୁକେଶ ମୁରାରୀ କେଡିଆ ଉପସ୍ଥିତ ଥିଲେ।

error: Content is protected !!