Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଖରମୁଣ୍ଡା ବାରପାହାଡ ହାଇସ୍କୁଲର ବାର୍ଷିକ ଉତ୍ସବ ।

ଖରମୁଣ୍ଡା ବାରପାହାଡ ହାଇସ୍କୁଲର ବାର୍ଷିକ ଉତ୍ସବ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ବ୍ଲକ ଖରମୁଣ୍ଡା ବାରପାହାଡ ହାଇସ୍କୁଲର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ,ମୁଖ୍ୟ ବକ୍ତା ଭାବେ ଭଟଲି ଦଧିବାମନ କଲେଜର ସଂସ୍କୃତ ବିଭାଗର ଅଧ୍ୟାପକ ରାଜୀବ ସାହୁ,

ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଚିତ୍ତରଂଜନ ଭୋଇ,ଖରମୁଣ୍ଡା ପଂଚାୟତର ସରପଂଚ କଳାସାହେବ ଭୋଇ,ସ୍କୁଲର ପ୍ରଧାନ ଶିକ୍ଷକ ସଂଗ୍ରାମ ପତି,ସ୍କୁଲ ପରିଚାଳନା କମିଟିର ସଭାପତି କେସବ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

error: Content is protected !!