Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିକ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଖୁଜେନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ।

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଖୁଜେନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ।

ପଦ୍ମପୁର – ରାଜବୋଡାସମ୍ବର ବ୍ଲକ କନସିଂହା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଖୁଜେନ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି l

ଗଳ୍ପ କଥନରେ ତୃତୀୟ ଶ୍ରେଣୀ ଛାତ୍ରୀ ନୁପୁର ସ୍ୱାଇଁ ପ୍ରଥମ, ଅଙ୍କ ଦୌଡ଼ରେ ତୃତୀୟ ସ୍ଥାନ, ତୃତୀୟ ଶ୍ରେଣୀ ହାର୍ଦିକ ସ୍ୱାଇଁ ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ, ଦ୍ଵିତୀୟ ଶ୍ରେଣୀ ଛାତ୍ର ସାହିଲ ସ୍ୱାଇଁ ଅଙ୍କାଦୌଡ଼ ରେ ପ୍ରଥମ ସ୍ଥାନ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ର ଖୁସିରାଣୀ ସାହୁ ଏବଂ ସାଥି l

ଏହି ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବରିହା ,ଶିକ୍ଷୟତ୍ରୀ ସାବିତ୍ରୀ ଧରୁଆ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣେଇଛନ୍ତି l

error: Content is protected !!