Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଏମ୍ ଶିର୍ଗିଡ଼ା ଉଚ୍ଚ ବିଦ୍ୟାଳୟର ୨୦୦୩ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ।

ଏମ୍ ଶିର୍ଗିଡ଼ା ଉଚ୍ଚ ବିଦ୍ୟାଳୟର ୨୦୦୩ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ।

ବରଗଡ଼-ବରଗଡ଼ ଜିଲ୍ଲା ବିଜେପୁର ଅନ୍ତର୍ଗତ ଏମ୍ ଶ୍ରୀଗିଡ଼ା ଠାରେ ଏମ୍ ଶିର୍ଗିଡ଼ା ଉଚ୍ଚ ବିଦ୍ୟାଳୟ ର ୨୦୦୩ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶିକ୍ଷକ ସୁବ୍ରତ କୁମାର ଦାସ ସଭାପତି ଦାୟିତ୍ୱ କରିଥିବା ବେଳେ ସାହିଦ କୁମାର ଦେବତା,କିଶୋର ଚନ୍ଦ୍ର ପଧାନ, ସରୋଜ କୁମାର ବିଶ୍ୱାଳ, କମ୍ବୁପାଣି ପଧାନ, ସରୋଜ କୁମାର ପଧାନ ଶିକ୍ଷକ ମାନ ଯୋଗଦେଇଥିଳେ ।

ସଭାପରିଚାଳନ ଦିଲ୍ଲୀପ ଲୁହା କରିଥିବା ବେଳେ ବିଶେଷ ଭାବରେ ସଞ୍ଜୟ ମେହେର, ପ୍ରଦୀପ ମେହେର, ଦୋଳମଣୀ ମେହେର, ଗୋପାଳ ମେହେର, ନାରାୟଣ ମେହେର, ଅନନ୍ତ ମେହେର, ଗୋପାଳ ସାହୁ, ଫଗନୁ ମେହେର, କ୍ଷିରେଶ୍ୱର ମେହେର,ସୁଶାନ୍ତ ସାହୁ, ବିଶ୍ଵାମିତ୍ର ବାରିକ, ସୁନୀଲ ହରିପାଳ, କୃଷ୍ଣଚନ୍ଦ୍ର ମେହେର, ଆନନ୍ଦ ପଧାନ, ଅଶ୍ୱିନୀ ରଣା, ସୁଶାନ୍ତ ଛତ୍ରିଆ, ସୁଶାନ୍ତ ଡ଼ନସେନା ସହଯୋଗକରୁଥିଲେ l

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୨୦୦୩ ବେଚ ର ସମସ୍ତ ଛାତ୍ର ଛାତ୍ରୀ ତାଙ୍କ ଦୀର୍ଘ ୨୩ ବର୍ଷ ବନ୍ଧୁ ମାନଙ୍କ ସହ ଭେଟ ହୋଇ ଯେଉଁପରି ସେହି ୨୦୦୩ ବର୍ଷ ଆସିଲା ପରି ଅନୁଭବ କରି ବୋହୁତ ଖୁସି ହୋଇଥିଲେ l ଏହି ବନ୍ଧୁ ମିଳନ ଶେଷରେ ଶିକ୍ଷକ ମଣ୍ଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଏହି ସ୍ମରଣୀୟ ମୁହୂର୍ତ୍ତ କୁ ମାନେ ରଖିବା ପାଇଁ ଏକ ବଉଳ ବୃକ୍ଷ ସ୍କୁଲ ପରିସରରେ ରୋପଣ କରିଥିଲେ।

error: Content is protected !!