Saturday, March 7, 2026
Homeରାଜ୍ୟଅତାବିରା ଠାରେ ପ୍ରଧାନମନ୍ତ୍ରୀ ସୋଲାର ସୂର୍ଯ୍ୟ ଘର ଯୋଜନାର ସେମିନାର ।

ଅତାବିରା ଠାରେ ପ୍ରଧାନମନ୍ତ୍ରୀ ସୋଲାର ସୂର୍ଯ୍ୟ ଘର ଯୋଜନାର ସେମିନାର ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଅଗ୍ରସେନ ଭବନ ଠାରେ ପ୍ରଧାନମନ୍ତ୍ରୀ ସୋଲାର ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅତିଥି ଭାବେ ଅଫ ଟ୍ରାଭେଲ ପ୍ରଫେସନାଲସ CEO ଓଡିଶା ଅରୁବିନ୍ଦ ନାୟକ, ବରଗଡ଼ ଜିଲ୍ଲା ସଭାପତି ଉକର କଲେତ, ସୋନପୁର ଜିଲ୍ଲା ସଭାପତି ଗୌରଚନ୍ଦ୍ର ନାୟକ, ଆତାବିରା ବ୍ଲକ କୋଅର୍ଡିନେଟର ପ୍ରକାଶ ଚନ୍ଦ୍ର ହରିପାଳ, ଗାଇସିଲଟ ବ୍ଲକ କୋଅର୍ଡିନେଟର ନିରଞ୍ଜନ ଥପା, ଝାରବନ୍ଧ ବ୍ଲକ କୋଅର୍ଡିନେଟର କ୍ଷୀରସିନ୍ଧୁ ବନଛୋର, ଭେଡେନ ବ୍ଲକ କୋଅର୍ଡିନେଟର ବଳରାମ ଭୁଏ, ବରପାଲି ବ୍ଲକ କୋଅର୍ଡିନେଟର ଧରଣୀ ବେହେରା ଏବଂ ଜିଲ୍ଲାର ସମସ୍ତ ଏରିଆ କୋଅର୍ଡିନେଟର ଯୋଗଦେଇ ପ୍ରଧାନମନ୍ତୀ ସୋଲାର ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ |

error: Content is protected !!